×

Bhajan Originals by CRM's video: Sei Gana Nayaka Lyrical Bishnu Mohan Kabi Charchit Raja Bhajan Originals by CRM

@Sei Gana Nayaka (Lyrical) | Bishnu Mohan Kabi | Charchit Raja | Bhajan Originals by CRM
Sei Gana Nayaka..... *Music Director-Charchit Raja *Singer-Bishnu Mohan Kabi *Lyricist-Charchit Raja *Sound Recording,Mixing & Mastering-Sound Eng.Himanshu Shekhar Sahu *Music Arranger-Charchit Raja *Recorded at 3 Gen Music Studio, Jaydev Bihar, Bbsr Our Magical Hands .................................................. Tabla-Pramod Da Dholak-Manish Bhai Octopad-Abhilash Bhai Keyboard-Muna Bhai Katak Bass Guitar-HSS Khanjani-Pramod Da Full Lyrics in Odia Language ------------------------------------------------------- ସେଇ ଗଣ ନାୟକ ସେଇ ବୁଦ୍ଧି ଦାୟକ ସେଇ ଶିବ ନନ୍ଦନ ସେଇ ସିଦ୍ଧି ଦାୟକ ସାରା ବ୍ରହ୍ମାଣ୍ଡ ବୁଲିବା ପାଇଁ, ମାତା ପିତାଙ୍କୁ ଘୁରିଲ ଯାଇ ଜଗତେ ଖ୍ୟାତ ହେଲ ତୁମେ, ମହା ନାୟକ ସେଇ ଗଣ ନାୟକ ସେଇ ବୁଦ୍ଧି ଦାୟକ ସେଇ ଶିବ ନନ୍ଦନ ସେଇ ସିଦ୍ଧି ଦାୟକ..... (ଘୋଷା) M। U। S। I। C। ମା ଗୌରୀ ଅଙ୍ଗ ମଳୁଖେ ଜାତ ହେଲା ତୁମର ମାତା ଆଜ୍ଞା ପାଳନ କରି ଜଗିଲ ଦ୍ଵାର ତାଙ୍କର S। M। ସତୀଙ୍କୁ ଖୋଜି ଆସିଲେ ଶିବ ଭେଟ ହେଲେ ଗଣେଶ ଛାଡ଼ିଲେ ନାହିଁ ବାଟ ସେଜେ କହିଲେ ଯେତେ ମହେଶ ରାଗରେ ପ୍ରଭୁ ଭୋଳାଶଙ୍କର ସଂହାର କର୍ତ୍ତା ହେଲେ ଥର ହର ତ୍ରିଶୂଳେ ମୁଣ୍ଡ ଛେଦନ କଲେ,ବିଶ୍ଵନାଶକ ସେଇ ଗଣ ନାୟକ ସେଇ ବୁଦ୍ଧି ଦାୟକ ସେଇ ଶିବ ନନ୍ଦନ ସେଇ ସିଦ୍ଧି ଦାୟକ..... (ଅନ୍ତରା-୧) M। U। S। I। C। ଜାଣିଲେ ପ୍ରଭୁ ମହାଦେବ ପୁତ୍ର ସେହି ତାଙ୍କର ମାତା ଆଜି କାନ୍ଧୁଛନ୍ତି ଚିନ୍ତାରେ ଯେ ଶଙ୍କର S। M। ଆଦେଶ ଦେଲେ ଭୋଳାନାଥ ଯାଅ ଯେ ଏଇକ୍ଷଣ ଉତ୍ତର ମୁଖି ଶୟନ ମସ୍ତକ ଆଣ ତତକ୍ଷଣ ଆଜ୍ଞା କୁ ପାଇ,ସବୁ ଗଲେ ଯେ ଧାଇଁ ସେପରି ଶୟନ ନର,ପାଇଲେ ନାହିଁ ତାଙ୍କ ମଧ୍ୟେ ପଡ଼ିଗଲା ,ମହା ଚଡକ ସେଇ ଗଣ ନାୟକ ସେଇ ବୁଦ୍ଧି ଦାୟକ ସେଇ ଶିବ ନନ୍ଦନ ସେଇ ସିଦ୍ଧି ଦାୟକ..... (ଅନ୍ତରା-୨) M। U। S। I। C। ଖୋଜି ଖୋଜି ଚଉଦିଗେ ପାଇଲେ ଗଜ ସନ୍ତାନ ମୁଖ ଥିଲା ଉତ୍ତରକୁ କରିଥିଲା ସେ ଶୟନ S। M। ନିରୁପାୟ ହୋଇ ସବୁ ଛେଦିଲେ ତା ମସ୍ତକ ଦେଖିଦେଇ ଗଜମୁଖ ମାତା ହେଲେ ବିମୁଖ ବିଶ୍ବର ବଡ଼ ବୈଦ୍ୟ ସେହି ମନୁଷ୍ୟ ଦେହେ ଗଜ ମୁଖ ଲଗାଇ ଉଭା ହେଲେ ଅଗ୍ରପୂଜ୍ୟ, ଶାସ୍ତ୍ର ଲେଖକ ସେଇ ଗଣ ନାୟକ ସେଇ ବୁଦ୍ଧି ଦାୟକ ସେଇ ଶିବ ନନ୍ଦନ ସେଇ ସିଦ୍ଧି ଦାୟକ.........(ଅନ୍ତରା-୩) ସାରା ବ୍ରହ୍ମାଣ୍ଡ ବୁଲିବା ପାଇଁ, ମାତା ପିତାଙ୍କୁ ଘୂରିଲ ଯାଇ ଜଗତେ ଖ୍ୟାତ ହେଲ ତୁମେ, ମହା ନାୟକ ସେଇ ଗଣ ନାୟକ ସେଇ ବୁଦ୍ଧି ଦାୟକ ସେଇ ଶିବ ନନ୍ଦନ ସେଇ ସିଦ୍ଧି ଦାୟକ..... (ଶେଷ) Lyrics by-Charchit Raja CRM Production House,Odisha Production House ------------------------------------- CRM PRODUCTION HOUSE, ODISHA Camera-Tarini Editing-Charchit Raja _chaturthi_status All ©copyrights ®Reserved by CRM™ production house,Odisha

28

6
Bhajan Originals by CRM
Subscribers
3.3K
Total Post
110
Total Views
209.3K
Avg. Views
2K
View Profile
This video was published on 2023-09-21 21:26:15 GMT by @ANADI-FILMS-BLS on Youtube. Bhajan Originals by CRM has total 3.3K subscribers on Youtube and has a total of 110 video.This video has received 28 Likes which are lower than the average likes that Bhajan Originals by CRM gets . @ANADI-FILMS-BLS receives an average views of 2K per video on Youtube.This video has received 6 comments which are lower than the average comments that Bhajan Originals by CRM gets . Overall the views for this video was lower than the average for the profile.Bhajan Originals by CRM #Ganeshbhajan #ganapatibappamorya #ganesh_chaturthi_status #ganapatisongs #Odiaganeshsongs #papupompom #bishnumohankabi #Charchitraja #gajananaSong #Odiabhajan All has been used frequently in this Post.

Other post by @ANADI FILMS BLS