×

Amit Badanayak's video: NEW ODIA CHRISTIAN SONG KEDE PREMA KALE BOLI AMIT BADANAYAK

@NEW ODIA CHRISTIAN SONG || KEDE PREMA KALE BOLI || କେଡ଼େ ପ୍ରେମ କଲେ ବୋଲି || AMIT BADANAYAK ||
Kede Prema Kale Boli || କେଡ଼େ ପ୍ରେମ କଲେ ବୋଲି || New Odia Christmas Song || Studio Version || Sridhar Ganta || Amit Badanayak || NEW CLASSICAL ODIA CHRISTMAS SONG 2020 || Information :- Use Earphones for better sound quality please watch this video in 480p to above Song Credits : * Song : Kede Prema Kale Boli (Studio Version) * Singer : Sridhar Ganta * Lyrics : Amit Badanayak * Music : Amit Badanayak (8895583382) * Music Arrangement : Bapi Samal * Voice Dubbing : SB Record Inn, Rayagada * Recordist : BK Mohanty * Mixing & Mastering : MRR STUDIO, CTC * Mastering : Saktiswar mohapatra * Video Editing by : Amit Badanayak * Banner : AB Music * Producer : Sridhar Ganta & Kusha Ganta * Special Thanks : Prasad Limma Bidyut Bhatra * WhatsApp : 8895583382 * Contact : 7978601423 , 8895583382 Full Lyrics କେଡ଼େ ପ୍ରେମ କଲେ ବୋଲି ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ପାପୁ ଉଦ୍ଧାରିବା ପାଇଁ ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ମାନବର ମୁକ୍ତି ଲାଗି ସରଗ ସୁଖ ତିଆଗି (୨ଥର) ନର ରୂପେ ଆସିଲେ ଏ ଧରାକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ....=୦= କୋକିଶିଆଳିର ଗାତ ଟିଏ ଅଛି ପକ୍ଷୀର ବସାଟେ ଅଛି ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ତ ନ ଥିଲା କିଛି ...(୨ଥର) ଈଶ୍ୱରଙ୍କ ପୁତ୍ର ହୋଇ ଦାସ ରୂପ ନେଲେ ସେହି ଆଦରିଲେ ସେ ଗୁହାଳ କୁଣ୍ଡକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ....=୧= ବାଟବଣା ହୋଇ ହଜିଥିଲୁ ବୋଲି ଖୋଜି ରକ୍ଷା କରିବାକୁ ସତ୍ୟର ମାର୍ଗରେ କଢାଇ ନେବାକୁ ଆସିଲେ ଆମ ପାଖକୁ ...(୨ଥର) ଜଗତର ଅନ୍ଧକାର କରିବାକୁ ସବୁ ଦୂର (୨ଥର) ଜ୍ୟୋତିଃ ସାଜି ଆସିଲେ ଜଗତକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ....=୨= ଗୀତ ରଚନା ଓ ସ୍ୱର ସଂଯୋଜନା ଅମିତ୍ ବଡ଼ନାୟକ କଣ୍ଠଦାନ - ଶ୍ରୀଧର ଗାଣ୍ଟା ପରିବର୍ତ୍ତନ 2 ର ସମସ୍ତ ସୁପର୍ ହିଟ୍ ଗୀତର Link ହେ କ୍ରୁଶଧାରୀ (Studio Version) https://youtu.be/g_BiXypUW4c କମ୍ପିଉଠେ ଏ ଧରା ଧାମ (Studio Version) https://youtu.be/ooUFLhFmFr4 କମ୍ପିଉଠେ ଏ ଧରା ଧାମ (Track/Karaoke) https://youtu.be/8SRXkuE9-_Q କମ୍ପିଉଠେ ଏ ଧରା ଧାମ (Cover Song) https://youtu.be/94q5OfZpZpY କେତେବେଳେ ଚାଲିଯିବ ଜୀବନ (Full Video) https://youtu.be/2PC9FlBJKUE କେତେ କାଳରେ ମନ (Studio Version) https://youtu.be/A2TWgMABDiU କେତେ କାଳରେ ମନ (Music Video) https://youtu.be/_Fpubwfz5ng ସତର୍କ ଟିକେ ରୁହ (Studio Version) https://youtu.be/OPjVQi4KCM8 ଶେଷ ଘଣ୍ଟି ( Full Video) https://youtu.be/1UL2Vx33-ag ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version) https://youtu.be/ZbQgJTrAjH8 ସତର୍କ ଟିକେ ରୁହ (Dance Video) https://youtu.be/29DaYD3hvUA ଯୀଶୁ ମୁଁ ତୁମକୁ ହୃଦେ ରଖିବି (Male Version) https://youtu.be/PwzeCteCB_k "Amit Badanayak" AB music ଦ୍ଵାରା ପ୍ରସ୍ତୁତ ବଡ଼ଦିନ ଉପରେ ବା ଯୀଶୁଙ୍କ ଜନ୍ମ ଦିନ ଉପଲକ୍ଷେ ଆଧାରିତ "କେଡ଼େ ପ୍ରେମ କଲେ ବୋଲି" ଗୀତର STUDIO VERSION ଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD || !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

2K

572
Amit Badanayak
Subscribers
197K
Total Post
271
Total Views
3.4M
Avg. Views
39.1K
View Profile
This video was published on 2020-12-19 07:00:06 GMT by @Amit-Badanayak on Youtube. Amit Badanayak has total 197K subscribers on Youtube and has a total of 271 video.This video has received 2K Likes which are higher than the average likes that Amit Badanayak gets . @Amit-Badanayak receives an average views of 39.1K per video on Youtube.This video has received 572 comments which are higher than the average comments that Amit Badanayak gets . Overall the views for this video was lower than the average for the profile.Amit Badanayak #kedepremakaleboli #newodiachristmassong #latestodiachristmassong #newchristmassong #sridharganta #amitbadanayakchristiansong #amitbadanayak #amitpanichristiansong #humanesagarchristiansong #newodiachristmassong #newodiachristiansong !!* has been used frequently in this Post.

Other post by @Amit Badanayak