Amit Badanayak's video: NEW ODIA GOOD FRIDAY SONG 2021 HE KRUSHADHARI AMIT PANI AMIT BADANAYAK
@NEW ODIA GOOD FRIDAY SONG 2021 || HE KRUSHADHARI || ହେ କ୍ରୁଶଧାରୀ || AMIT PANI || AMIT BADANAYAK
HE KRUSHADHARI || ହେ କ୍ରୁଶଧାରୀ || STUDIO VERSION || NEW ODIA CHRISTIAN SONG || AMIT PANI || AMIT BADANAYAK ||
Amit Badanayak YouTube Channel and AB Music Presents you The most Awaited and beautiful Heart Touching New Odia Christian Song " HE KRUSHADHARI " (StudioVersion).Very nicely and soulfully sung by Famous Gospel Singer of Odisha Mr. Amit Pani. Beautifully Music Composed and Written By New Energetic and Young talented boy Mr Amit Badanayak. Feel the Lyric and every beat of the song. Give all your blessings, love and support and make it a huge success.
PRAISE THE LORD..God Bless You All.
SONG CREDITS :
* SONG : ହେ କ୍ରୁଶଧାରୀ (Studio Version)
* Christian Album : Paribartana 2
* Singer : Amit Pani (Gospel Singer)
* Lyrics : Amit Badanayak
* Music : Amit Badanayak (8895583382)
* Music Arrangement : Amit & Chinu
* Production : AB Music
* Recording & Mixing : MRR Studio,Cuttack
* Recordist : Saktiswar mohapatra
* Edited by : Amit Badanayak
* Music label : AB music
* Banner : AB Music
* WhatsApp : 8895583382
* Contact : 7978601423,8895583382
* Special Thanks :
Daniel, Samuel, Mikhael, Mitu, Tulu , Julu ,
Bulu, Jack, Babushan, Bapun, Sonu, Milu,
Gloriya, Victoria, Gladish, Jacqueline, Kuldeep and Jojo
ପରିବର୍ତ୍ତନ 2 ର ସମସ୍ତ ସୁପର୍ ହିଟ୍ ଗୀତର Link
ହେ କ୍ରୁଶଧାରୀ (Studio Version)
https://youtu.be/g_BiXypUW4c
କମ୍ପିଉଠେ ଏ ଧରା ଧାମ (Studio Version)
https://youtu.be/ooUFLhFmFr4
କେତେବେଳେ ଚାଲିଯିବ ଜୀବନ (Full Video)
https://youtu.be/2PC9FlBJKUE
କେତେ କାଳରେ ମନ (Studio Version)
https://youtu.be/A2TWgMABDiU
ସତର୍କ ଟିକେ ରୁହ (Studio Version)
https://youtu.be/OPjVQi4KCM8
ଶେଷ ଘଣ୍ଟି ( Full Video)
https://youtu.be/1UL2Vx33-ag
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
https://youtu.be/ZbQgJTrAjH8
ସତର୍କ ଟିକେ ରୁହ (Dance Video)
https://youtu.be/29DaYD3hvUA
Full Lyrics
ହେ କ୍ରୁଶଧାରୀ ..............
ମୋ ପାଇଁ କ୍ରୁଶେ ଗଲ ମରି
ହେ ପ୍ରଭୁ ହେ ମୋ ପାଇଁ କ୍ରୁଶେ ଗଲ ମରି
ମୋ ବ୍ୟଥା ସବୁ ବହନ କଲ
ଯାତନା ସବୁ ଧାରଣ କଲ
ସହିଲ ନୀରବ ମେଷ ପରି......
ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ
ମୋ ପାଇଁ କ୍ରୁଶେ ଗଲ ମରି.............=0=
ମୋର ପାପ ଲାଗି ସ୍ୱର୍ଗ ସୁଖ ତ୍ୟାଗୀ
ଆସିଲ ମୋ ନିକଟକୁ
ମୋର ମୁକ୍ତି ଲାଗି କେତେ ଦୁଃଖ ଭୋଗୀ
ଶୂନ୍ୟ କଲ ଆପଣାକୁ
କୋରଡ଼ା ଛାଟ ତୁମେ ସହିଲ
କଣ୍ଟା ମୁକୁଟ ତୁମେ ପିନ୍ଧିଲ
ରକତ କେତେ ଗଲା ଝରି..........
ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ
ମୋ ପାଇଁ କ୍ରୁଶେ ଗଲ ମରି................=୧=
ଆହା କି ଯନ୍ତ୍ରଣା କିଏ ଭୋଗିପାରେ
ମୋ ପରି ପାତକୀ ପାଇଁ
ନିଜର ଜୀବନ କିଏ ଦେଇପାରେ
ମୋ ପରି ନଗଣ୍ୟ ପାଇଁ
ବିନା ଦୋଷରେ ଦୋଷୀ ସାଜିଲ
ବିନା କାରଣେ କ୍ରୁଶେ ଚଢିଲ
ପ୍ରକାଶିଲ ପ୍ରେମ ତୁମରି
ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ
ମୋ ପାଇଁ କ୍ରୁଶେ ଗଲ ମରି................=୨=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ
(8895583382)
କଣ୍ଠଦାନ - ଅମିତ୍ ପାଣି (ସୁସମାଚାର ଗାୟକ)
ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Amit Badanayak's video: NEW ODIA GOOD FRIDAY SONG 2021 HE KRUSHADHARI AMIT PANI AMIT BADANAYAK
2.1K
829