×

Baijayanti Behura's video: how to prepare BESAR in odia purimandira pari besar besar banantu chapanabhoga besar

@how to prepare BESAR in odia/purimandira pari besar besar banantu/chapanabhoga besar
ନମସ୍କାର ଆପଣ ମନକୁ ମୋ channel କୁ ସ୍ଵାଗତ । ଆଶା କରୁଛି ମାେ ଭିଡିଓ ଆପଣ ମନକୁ ଭଲ ଲାଗିବ ।ଆଜି ର ଏଇ ଭିଡିଓ ଟି ଜଗନ୍ନାଥ କ ମହାପ୍ରସାଦ ଉପରେ । ବେସର ର ତିଆରି ପ୍ରଣାଳୀ ଆମକୁ ଦରକାର ସବୁ ପରିବା ଯାହା ବଜାର ରେ ମିଳେ ଯେମିତିକି ସାରୁ, ମାଟିଆଲୁ,ଛୁଇଁ,କଖାରୁ ଇତ୍ୟାଦି । ଜଗନ୍ନାଥଙ୍କ ପାଖେ ବିଦେଶୀ ପରିବା ଯେମିତି ଆଳୁ ଟମାଟୋ, କଞ୍ଚା ଲଙ୍କା ଶୁଖିଲା ଲଙ୍କା ବ୍ୟବହାର ହୁ୍ୟେନୀ। step1: ପରିବା କୁ medium size ରେ କାଟି ରଖନ୍ତୁ।ତାହେଲେ ଆପଣକୁ କମ୍ ସମୟ ଲାଗିବ ବେସର ବନିବାକୁ ।କଞ୍ଚା କଦଳୀ କୁ ଛୋଟ piece ରେ କାଟି ହଳଦୀ ପାଣି ରେ ଭିଜାନ୍ତୁ। step 2: ମସଲା ପାଇଁ ନେଇଛି ଜୀର (1spoon),sorisa(1 spoon), ଚେଚା ଅଦା, ଗୋଲମରିଚ,ହଳଦୀ(1/2spoon), ତେଜ ପତ୍ର,ଗୁଆ ଘିଅ ((4-5spoon) step 3: ଏବେ pan କୁ ଭଲ ସେ ଗରମ କରି ସେଥିରେ 2-3spoon ଘିଅ ଦିଅନ୍ତୁ।ଘିଅ ଆପଣଙ୍କ ଗରମ୍ ହେଲେ କଟା ପରିବା ଦେଇକି ଘାଣ୍ଟି ନିଅନ୍ତୁ। ପରିବା ରୁ ପାଣି ମାରିବା ଯାଏ ପାଖ ପାଖି 3-4ମିନିଟ ଯାଏ। medium ଆଞ୍ଚରେ ରଖନ୍ତୁ।ସେଇଥିରେ ଚେଚ୍ଛା ଅଦା କୁ ଦିଅନ୍ତୁ । step 4: ଏବେ ସୋରିଷ , ଜିରା,ଆଉ ଗୋଲମରିଚ କୁ ଅଳ୍ପ ପାଣି ଦେଇ ବାଟି ନିଅନ୍ତୁ।ଏବେ ବଟା ମସଲା କୁ ପରିବା ରେ ଘାଣ୍ଟି ନିଅନ୍ତୁ ।ତରକାରୀ ପରିମାଣ କୁ ଦେଖି ମୁଁ ଏଇଠି ୨ ଗ୍ଲାସ୍ ପାଣି ଦଉଛି।।ମସଲା କଷିବା ସମୟରେ ଆଞ୍ଚ କୁ ଧିମା ରଖନ୍ତୁ ।ବେଶି ଆଞ୍ଚରେ ମସଲା ପୋଡ଼ି ଯାଏ । step 5: ଏବେ ଢାଙ୍କୁଣି ଦେଇକି ପରିବା ମସଲା ରେ ଭଲ ସିଝିବା ପାଇଁ ଛାଡି ଦିଅନ୍ତୁ । step 6: ମସଲା ସହିତ ପାରିବ କେତେ ସମୟ ରେ ସିଝିବ ଆପଣକଂ ଆଞ୍ଚ ଉପରେ ନିର୍ଭର କରେ । ପରିବା ପ୍ରାୟେ ସିଝି ଗଲା ପରେ ନେଇଥିବା ଗୁଡ଼ କୁ ଦଉଛି।ଆଉ କୋରା ନଡ଼ିଆ । ଆଉ ଭଜା ବଡ଼ି । step7: ଶେଷ ରେ ଆଉ ଅଳ୍ପ ସମୟ ଢାଙ୍କୁଣି ଦେଇ ବଡ଼ି ନରମ ହେବା ଯାଏ ଅପେକ୍ଷା କରନ୍ତୁ । ବେସର 3-4 ଜଣ ଙ୍କ ପାଇଁ କରିବାକୁ ପ୍ରାୟେ 1hour ରୁ ଅଧିକ ସମୟ ଲାଗିଲା । ଆଶା କରେ ଆପଣ ମନକୁ ମାେ ଭିଡିଓ ଭଲ ଲାଗିବ ।କିଛି ଦୋଷ ତ୍ରୁଟି ସୁଧାରିବାର ଥିଲେ comment କରି ନିଶ୍ଚୟ ଜାଣନ୍ତୁ। please subscribe us and show your love. Jay Jaganaath mahaprasad

13

6
Baijayanti Behura
Subscribers
4.8K
Total Post
117
Total Views
103K
Avg. Views
1.1K
View Profile
This video was published on 2020-10-19 00:53:53 GMT by @Dolly-Foodlux on Youtube. Baijayanti Behura has total 4.8K subscribers on Youtube and has a total of 117 video.This video has received 13 Likes which are lower than the average likes that Baijayanti Behura gets . @Dolly-Foodlux receives an average views of 1.1K per video on Youtube.This video has received 6 comments which are higher than the average comments that Baijayanti Behura gets . Overall the views for this video was lower than the average for the profile.Baijayanti Behura #chapanabhoga #Jaganath #mahaprasdbesar #odiafood #binapiajarasuna #puri #jaganaath has been used frequently in this Post.

Other post by @Dolly Foodlux