×

Gurudatta Panda's video: How to Book Slot for Vaccines on Cowin

@How to Book Slot for Vaccines on Cowin | କୋଭିଡ ଟୀକାକରଣ ପାଇଁ କିପରି ରେଜିଷ୍ଟର କରିବେ ଓ ସ୍ଲଟ ବୁକ କରିବେ
How to Register and Book slot for Covid19 Vaccine, କୋଭିଡ ଟୀକାକରଣ ପାଇଁ କିପରି ରେଜିଷ୍ଟର କରିବେ ଓ ସ୍ଲଟ ବୁକ କରିବେ ତାର ସମ୍ପୂର୍ଣ ବିବରଣୀ ଭିଡିଓ ରେ ଦିଆ ଯାଇଛି | ମନେ ରଖନ୍ତୁ ସ୍ଲଟ ବୁକ ପାଇଁ ନିର୍ଧାରିତ ସମୟ ରେ ଲଗ ଇନ କରିକି ଚେଷ୍ଟା କରନ୍ତୁ, ପ୍ରାୟତଃ ସ୍ଲଟ ଗୁଡିକ ବୁକିଂ ଖୋଲିବା ର ୧୫ ରୁ ୨୦ ମିନିଟ ମଧ୍ୟ ରେ ସରିଯାଏ ! ରେଜିଷ୍ଟ୍ରସନ ଯେ କୌଣସି ସମୟ ରେ କରିପାରିବେ, କିନ୍ତୁ ସ୍ଲଟ ବୁକିଂ ଟି ଠିକ ରେଳବାଇ ରେ ତତ୍କାଳ ଟିକେଟ ବୁକିଂ କରିବା ଭଳି, ସେଥିପାଇଁ ଆପଣ ନିଜେ କୋବିନ ଆପ୍ଲିକେସନ ବ୍ୟବହାର କରିପାରିବେ କିମ୍ବା ୱେବ୍ସାଇଟ ମାଧ୍ୟମ ରେ ବୁକ କରି ପାରିବେ ! ଯଦି ଆପଣ ନ କରି ପାରୁଛନ୍ତି ତା ହେଲେ ଅନ୍ୟ କାହାର ସାହାଯ୍ୟ ନିଅନ୍ତୁ, ଯଦି ଆପଣ କରି ପାରୁଛନ୍ତି ତେବେ ଅନ୍ୟ କାହାକୁ ସାହାଯ୍ୟ କରନ୍ତୁ ! କାହା ପାଖକୁ ଯିବା ର ଆବଶ୍ୟକତା ନାଇଁ, କେବଳ ଆପଣଙ୍କ ନା, ଜନ୍ମ ବର୍ଷ (କେବଳ ବର୍ଷ, ଦିନ ଓ ମାସ ର ଆବଶ୍ୟକତା ନାଇଁ ), ଯେ କୌଣସି ଗୋଟେ ପରିଚୟ ପତ୍ର ର ନମ୍ବର, ଆପଣଙ୍କ ଫୋନ ନମ୍ବର ଏତିକି ଦେଇ ଦିଅନ୍ତୁ ! ମନେ ରଖନ୍ତୁ ଆସିଥିବା ଓଟିପି କୁ ଭଲ ସେ ଯାଞ୍ଚ କରନ୍ତୁ, ବ୍ୟାଙ୍କ ରୁ ଆସିଥିବା ଓଟିପି କୁ ଭ୍ୟାକସିନ ର ଓଟିପି ଭାବି କାହାକୁ ଦିଅନ୍ତୁ ନାହିଁ, ଏହା ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ପଇସା ଚାଲିଯାଇ ପାରେ ! Slot booking times are always given by the local administration hence I am not talking about any particular time frame in this video. ସ୍ଲଟ କେତେବେଳେ ମିଳିବ ତାର ସୂଚନା କେବଳ ସ୍ଥାନୀୟ ପ୍ରଶାସନ ଆପଣଙ୍କୁ ଟ୍ୱିଟର ମାଧ୍ୟମ ରେ ସୂଚନା ଦେଇପାରିବେ, ସେଥିପାଇଁ କୋଉ ଦିନ ସ୍ଲଟ ମିଳିବ ତାହା ସାଧାରଣ ଭାବେ ଭିଡିଓ ରେ କହିବା ଟା ଅସମ୍ଭବ ! ସମସ୍ତ ନୂଆ ସୂଚନା ପାଇଁ ବ୍ରହ୍ମପୁର ମୁନିସିପାଲ କର୍ପୋରେସନ କିମ୍ବା ଆପଣଙ୍କ ଆଂଚଳିକ ପ୍ରଶାସନ ର ଟ୍ୱିଟର ହାଣ୍ଡେଲ କୁ ଫୋଲୋ କରନ୍ତୁ, କିପରି କରିବେ ତାହା ଭିଡିଓ ରେ ଦେଖା ହୋଇଛି ! ବ୍ରହ୍ମପୁର ମୁନିସିପାଲ କର୍ପୋରେସନ ର ଲିଙ୍କ - https://twitter.com/BrahmapurCorp ସାଧାରଣ ଅସୁବିଧା- ବ୍ରାଉଜର ବ୍ୟବହାର କରନ୍ତୁ ଯଦି ଆପ୍ଲିକେସନ କାମ କରୁନି ! ଓଟିପି ବିଲକୁଲ ଆସୁନାହିଁ ଯଦି ନିଜ ନେଟୱର୍କ କଷ୍ଟମର କେର କୁ ସମ୍ପର୍କ କରନ୍ତୁ ! ହେଲ୍ପଲାଇନ ନମ୍ବର - 7608880480 , 06802250480 Covid Test at Door Step (for senior citizen 70+ and handicapped, pregnant women, bedridden patients) - 9438849711 Covid Vaccine at Door Step( for 70+ aged, physically handicapped, bedridden people only) -7328099324 Our Telegram Group Link- https://t.me/brahmapurcity Note- This is not a Govt endorsed or sponsored video, this is my own effort to solve many questions and difficulties people facing during covid19 vaccine slot booking. Feel free to question anything in the comment section. Thank You For Watching my videos. My Social Media Links- www.facebook.com/gurudattapatriot www.twitter.com/gurudattapanda www.instagram.com/pandagurudatta My Technical Channel- www.youtube.com/tutorialsguru Copyright Disclaimer- This video copyright belongs to Gurudatta Panda, and use of the video for any purpose whatsoever, full or partial or edited, re-touched will violate the copyright infringement, and necessary actions will be taken as per law. Contact Me- Instagram - @pandagurudatta Facebook - @gurudattapatriot Twitter - @GurudattaPanda My Telegram Group- https://t.me/brahmapurcity

25

6
Gurudatta Panda
Subscribers
6.4K
Total Post
128
Total Views
29.3K
Avg. Views
472.8
View Profile
This video was published on 2021-05-17 07:30:05 GMT by @Gurudatta-Panda on Youtube. Gurudatta Panda has total 6.4K subscribers on Youtube and has a total of 128 video.This video has received 25 Likes which are higher than the average likes that Gurudatta Panda gets . @Gurudatta-Panda receives an average views of 472.8 per video on Youtube.This video has received 6 comments which are lower than the average comments that Gurudatta Panda gets . Overall the views for this video was lower than the average for the profile.

Other post by @Gurudatta Panda