×

KP's video: AHE NILASHAILA SESON 2 FINAL DAY

@କାନ୍ଦିଲେ ଅଭିନେତା ସିଦ୍ଧାନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ || AHE NILASHAILA SESON 2 FINAL DAY
ଜଗନ୍ନାଥଙ୍କ ପାଇଁ କେତେ ଲୁହ, ଲହୁ ବହିଛି ଜାଣିଛନ୍ତି ? ଯଦି, ସମ୍ୟକ ବି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଆହେ ନୀଳ ଶଇଳ’। ଖାଣ୍ଟି ଓଡ଼ିଆ ନାଟକ । ଆଧୁନିକତାର ଛୁଙ୍କ ସହ ମିଳିବ ଐତିହାସିକ କାହାଣୀ। ନିଜ ପ୍ରିୟର ପ୍ରଭୁକୁ ବଞ୍ଚାଇବାକୁ କେତେ କଷ୍ଟ ଆଉ ତ୍ୟାଗ ହୋଇଥିଲା ତାକୁ ମଞ୍ଚରେ ଦର୍ଶାଯାଇଛି। ଅନେକ ନାଟକ ଦେଖିଥିବେ, ମଞ୍ଚସ୍ଥ ବେଳେ ନିଜକୁ ମଞ୍ଚରେ କେବେ କଳନା କରିଛନ୍ତି ? ହଁ...ଏମିତି ଅନୂଭବ ହେବ... ଯେତେବେଳେ ଅସହାୟ ହୋଇପଡ଼ନ୍ତି ଗଜପତି, ମହାରାଣୀ ଧୋକା ପାଆନ୍ତି, ତାକି ଖାନ୍‌ର ଅଟ୍ଟହାସ୍ୟ, ରେଜିଆଙ୍କ ଜଗନ୍ନାଥ ପ୍ରେମ, ବକ୍ସିର ଲୋଭ, ଜଗୁନିର ନିରୀହତା ଆଉ ମଞ୍ଚରେ ଥିବା ପ୍ରତିଟି କଳାକାର ଏତେ ଜୀବନ୍ତ ହେଇ ପାରିବେ, ଭାବିବା ବେଳେ ଗୋଟି ଗୋଟି ଦୃଶ୍ୟ ଆଖି ଆଗରେ ନାଚି ଉଠୁଛି। କଳାକାରଙ୍କୁ ଜୀବନ୍ତ କରିଛି ଏମାନଙ୍କ ସଂଳାପ ଓ ଚିତ୍ରନାଟ୍ୟ । ନାଟକରେ କୁହାଯାଏ, ଲାଉଡ୍‌ ଆକ୍ଟିଂ ବିନା ଜୀବନ୍ତ ହୁଏନି ଅଭିନୟ କିନ୍ତୁ ଯେ ସବୁବେଳେ ଏହାସତ ନୁହେଁ ଯାହା ପ୍ରମାଣିତ। AHE NILASAILA a great effort taken to promote our culture..Please continue this we need such great stuff badly Finally a great drama on Lord Jagannath.Cant express the feeling ..A scintillating performance by all the artists.An evening to remember for a lifetime..The audience was spellbound..Eyes were filled with tears, every one was uttering Jay Jagannath, as if we were watching Bahuda Jatra on stage...It was all about emotions.Could not believe I was watching drama ,the whole starcast made us feel as if we were part of an incident that happened years ago. After a long time I got a reason to boast about our Odia artist..What a tremendous performance,what a star cast,it was absolutely mesmerizing and unbelievable.

33

7
KP
Subscribers
4.7K
Total Post
390
Total Views
113.7K
Avg. Views
1.1K
View Profile
This video was published on 2022-07-14 11:50:58 GMT by @KP on Youtube. KP has total 4.7K subscribers on Youtube and has a total of 390 video.This video has received 33 Likes which are higher than the average likes that KP gets . @KP receives an average views of 1.1K per video on Youtube.This video has received 7 comments which are higher than the average comments that KP gets . Overall the views for this video was lower than the average for the profile.KP #AHENILASHAILA #ODIAPLAY #AWARD ଜଗନ୍ନାଥଙ୍କ has been used frequently in this Post.

Other post by @KP