×

The Anil Kumar Vlogs's video: Corruption Odia

@କେତେ Corruption କରିଛନ୍ତି ପୁତିନ? [Odia]
ମାତ୍ର 16 ବର୍ଷ ବୟସରେ ଗୋଟେ Spy agent ହେବାର ଇଛା ଯତେଇଥିବା ପିଲା, ଯାହାକୁ ଏବେବି doubt କରାଯାଏ କି President ପଦ ହାସିଲ କରିବା ପାଇଁ ଯିଏ ଗୋଟେ apartment ରେ bomb blast କରେଇଥିଲା, ଆଉ ଯା ନା ରେ ବହୁତ ସାରା corruption case ମଧ୍ୟ ଥିଲା ଆଉ ପରେ ସେ case କୁ dismiss ମଧ୍ୟ କରେଇଦିଆଯାଇଥିଲା, ସେ ବ୍ୟକ୍ତି ବିଷୟରେ ଆପଣ କେତେ କଣ ଜାଣିଛନ୍ତି ? ମୁଁ କହୁଛି ରୁଷ ର ରାଷ୍ଟ୍ରପତି Vladimir Putin ଙ୍କ ବିଷୟରେ. ବହୁତ ସାରା Biography videos ଆପଣ ଦେଖିଥିବେ ତାଙ୍କ ଉପରେ, ତାଙ୍କ success story ବିଷୟରେ ଆପଣ ବୋଧ ହୁଏ ଜାଣିଥିବେ, ହେଲେ କଣ ଆପଣ ତାଙ୍କ ଉପରେ ଲାଗିଥିବା allegations ବିଷୟରେ ଜାଣିଛନ୍ତି? ମାନେ ତାଙ୍କ ଉପରେ ଯେଉଁ ଆରୋପ ସବୁ ଲାଗିଥିଲା ସେ ବିଷୟରେ କଣ ଆପଣ ଜାଣିଛନ୍ତି? ଯଦି ଜାଣିବାକୁ ଚାହୁଁଛନ୍ତି, ଏ ଭିଡ଼ିଓ ଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ. ମୁଁ ଅମିତ ଏବଂ ଆପଣ ଦେଖୁଛନ୍ତି Odia Updates. Moscow, ରୁଷ ର ରାଜଧାନୀ, 1999 ମସିହାରେ ସେଠି ଗୋଟେ apartment ରେ bomb blast ହେଇଥିଲା, ଆଉ ସେ bomb blast ରେ ପାଖାପାଖି 300 ଲୋକ ସୋଇଥିବା ବେଳେ ନିଜ ଜୀବନ ହରାଇଥିଲେ ଏବଂ ଅନେକ ଲୋକ ଘାୟଲ ମଧ୍ୟ ହେଇଥିଲେ. ଲୋକମାନେ ତ ଭାବିଥିଲେ ଏଟା ଗୋଟେ terrorist attack, ହେଲେ Russia ର ବଡ଼ ବଡ଼ journalist ଙ୍କ କହିବା ଅନୁସାରେ ଏ କାମ Russia ର security council ଦ୍ୱାରା କରାଯାଇଥିଲା, ଯାହାଫଳରେ Putin ରାଷ୍ଟ୍ରପତି ହେଇପାରିବେ ଆଉ ଠିକ ସେଇଆ ହିଁ ହେଇଥିଲା, 2000 ମସିହାରେ Putin ପ୍ରଥମ ଥର ପାଇଁ ରୁଷର ରଷ୍ଟ୍ରପତି ବନିଲେ. ଏହି bomb blast ହେବାରୁ, election ବି ଘୁଂଚେଇ ଦିଆଯାଇଥିଲା. ଏହି ଘଟଣା ଉପରେ ବହୁତ Investigation କରାଜିଥିଲା ହେଲେ ସେ case କୁ ଦବେଇ ଦିଆଯାଇଥିଲା ଆଉ ଦୋଷୀ କିଏ ଏବେଯାଏଁ ବି ଜଣାପଡିଲା ନାହିଁ . ଠିକ ସେମିତି 1992 ମସିହାରେ PUTIN 100 million dollars ର ଘୋଟଲା କରିଥିବାର ଅଭିଯୋଗ କରାଯାଇଥିଲା. ସେ ଗୋଟେ ଏମିତି ଏକ deal pass କରିଥିଲେ ଯେଉଁଥିରେ ତାଙ୍କର ନିଜର signature ମଧ୍ୟ ଥିଲା ଆଉ ସେଥିରେ ସଫା ସଫା ଲେଖା ଯାଇଥିଲା କି, ବାହାର ଦେଶମାନଙ୍କୁ ତେଲ ବିକି ଯେଉଁ ପଇସା ଆସିବ ତା ବଦଳରେ ରୁଷ ପାଇଁ ଖାଇବା ଜିନିଷ ଆସିବ. କାହିଁକିନା ସେ ସମୟରେ Soviet Union collapse ହେଇଯାଇଥିଲା, ଯେଉଁଥିପାଇଁ ରୁଷ ରେ Food crisis ମାନେ ଖାଦ୍ୟ ଅଭାବ ଦେଖାଯାଇଥିଲା. ତେଲ ବିକ୍ରି ହେଲା ପଇସା ମଧ୍ୟ ଆସିଲା ହେଲେ ତା ବଦଳରେ ଯେଉଁ ଖାଦ୍ୟ ଜିନିଷ ଆସିବାର ଥିଲା ସେସବୁ କେବେ ପହଁଚିଲା ନାହିଁ . ୟାକୁ ନେଇ ବହୁତ ଚର୍ଚା ଚାଲିଥିଲା, investigation ମଧ୍ୟ ଚାଲିଥିଲା ହେଲେ, ଏ case କୁ ମଧ୍ୟ ଦବେଇଦିଆଯାଇଥିଲା. ଖାଲି ଏତିକି ନୁହଁ, ତାଙ୍କ against ରେ ଲାଗିଥିବା case ରେ ଯେଉଁମାନେ investigation କରୁଥିଲେ, ତାଙ୍କୁ jail ପଠେଇବା ପାଖରୁ ଆରମ୍ଭ କରି, ରୁଷ ର ସବୁଠାରୁ ଧନୀ ଲୋକକୁ ମଧ୍ୟ jail ପଠେଇବାର କଥା ଏବେବି ଚର୍ଚ୍ଚା ଚାଲେ. କୁହାଯାଏ କି Putin ଙ୍କ ପାଖରେ ଯେତେସାରା ସମ୍ପତି ଅଛି ଆଉ ଯେତେସବୁ ମେହେଙ୍ଗା ଜିନିଷ ଅଛି, ଯଦି ତାକୁ ସବୁ ମିସେଇଦିଆଯିବ, ତେବେ ସେ ଏ ବିଶ୍ୱର ସବୁଠାରୁ ଧନୀ ଲୋକ ଵନିଯିବେ.

6

1
The Anil Kumar Vlogs
Subscribers
109K
Total Post
2
Total Views
206K
Avg. Views
1.8K
View Profile
This video was published on 2022-03-23 21:28:46 GMT by @Odia-Updates on Youtube. The Anil Kumar Vlogs has total 109K subscribers on Youtube and has a total of 2 video.This video has received 6 Likes which are lower than the average likes that The Anil Kumar Vlogs gets . @Odia-Updates receives an average views of 1.8K per video on Youtube.This video has received 1 comments which are lower than the average comments that The Anil Kumar Vlogs gets . Overall the views for this video was lower than the average for the profile.The Anil Kumar Vlogs #odiaupdates #odia #putin has been used frequently in this Post.

Other post by @Odia Updates