×

Vtunes Pro's video: Tume Mora Kehibi Nuhein Singer Ver Gaurav Anand Arpita Choudhury J P Wordsmith Bunny Mohanty

@Tume Mora Kehibi Nuhein | Singer Ver | Gaurav Anand | Arpita Choudhury | J P Wordsmith|Bunny Mohanty
Lyrics Arpita ~ମୋ ଭାବନା ଜଙ୍ଗଲରେ.. ରାତି ସାରା ବର୍ଷା ହେଲେ.. ତୁମ ଖବର କାଗଜ.. କାହିଁକି ଓଦା ନ ହୁଏ..(2) ତୁମେ ମୋର କେହି ବି ନୁହେଁ.. ତୁମେ ମୋର କେହି ବି ନୁହେଁ.. Arpita~ସମ୍ପର୍କର ଟେବୁଲ୍ ଚଢ଼ି ଝାଡ଼ୁଥିଲି ମୁଁ .. ଅନିଚ୍ଛାର ଜାଲ ସବୁ ତୁମ ଆକ୍ଷିରୁ .. Arpita ~ତୁମେ କୋଉ ବଦଳିଲ, ବଦଳିଲି ମୁଁ.. ତୁମ ହାତ ମୋ ଦେହରୁ ଦୂରେଇଲି ମୁଁ.. Antra-1 Arpita~ ହୋ..ବିଛଣାର ଯୋଉ ଭାଗେ, ତୁମେ ଆଉ ଦିଶୁ ନାହଁ .. ମୋ ପାଦ ଆଙ୍ଗୁଳି ଖୋଜି ତୁମକୁ ଛୁଏଁ... ଆକାଶକୁ ପଛ କରି.. ସୋଫାରେ ମୁଁ ଶୋଇ ରହି .. ତୁମକୁ ଭାବେ.. ହଁ ତୁମକୁ ଭାବେ.. Arpita~ମୋ ମନ ବାଉଁଶରାଣୀ ଯେବେ ଖେଳେରେ .. କାଳିସୀ ଲାଗିଲା ପରି ଧାଇଁ ମୁଁ ଯାଏ.. Gaurav ~ କୂଅ ପାଣିରେ ଜହ୍ନ ତା' ମୁହଁ କି ଦେଖେ ?? ତୁମେ ମୋର କେହି ବି ନୁହେଁ.. ତୁମେ ମୋର କେହି ବି ନୁହେଁ.. Antra-2 Gaurav~ ତୁମ ଅପେକ୍ଷା ମାନଙ୍କ କାଚର ସୁରେଇ ଦେହେ .. ରଙ୍ଗ ନେଳି ମାଛ ପରି ଭାସେ ମୁଁ କାହିଁ .. ମୋ ରାତିର ଆଲୁଅରେ, ଦି ପହର ଅନ୍ଧକାରେ.. ଚାହେଁ ତୁମ କଥା ଉଖାରିବା ପାଇଁ .. Gaurav~ତୁମ ସ୍ମୃତି ଵେଲୁନ୍ ହୋଇ ଉଡ଼ି ଗଲେ ବି .. ବାଲକନୀର ରେଲିଂ ପାଖେ ଲାଗି ଯାଏ ରେ .. Arpita ~ ତୁମକୁ ନ ଚାହିଁ ବୁକୁ ବୋତାମ ଦିଏ.. ତୁମେ ମୋର କେହି ବି ନୁହେଁ.. ତୁମେ ମୋର କେହି ବି ନୁହେଁ.. Gaurav n Arpita ~ତୁମେ ମୋର କେହି ବି ନୁହେଁ.. ତୁମେ ମୋର କେହି ବି ନୁହେଁ.. AUDIO Singers : GAURAV ANAND, ARPITA CHOUDHURY Lyrics : J.P. WORDSMITH Guitar Arrangement: DICHEN NAYAK Drum Programming: ANUPAM PANDA Additional Arrangements: SHRUTI PRAKASH DASH (SPD) Sound Engineer: Somesh Satpathy Music : BUNNY MOHANTY VIDEO Artist: Gaurav Anand, Arpita Choudhury Production Agency: Digital Sketch Films Production Head: Eureka Apta Production Unit: Sandip, Surya, Sidharth, Prabin DM & Packaging: Vijay Kishore Banner - Vtunes Pro Music Label: Vtunes Pro A Production of VIBES MUSIC Web Partners FMD Ollywood Creativity Click to Subscribe - http://bit.ly/vtunespro Music On - Vtunes Pro Online Partner - https://www.facebook.com/phoenixfilml... Like us on - https://www.facebook.com/vtunespro/ Follow us on - https://twitter.com/Vtunes Pro * ANTI-PIRACY WARNING * This content is Copyright to VIBES Music. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented! 2021.All copyrights reserved with VIBES Music.

540

107
Vtunes Pro
Subscribers
483K
Total Post
100
Total Views
17.8M
Avg. Views
126.8K
View Profile
This video was published on 2021-04-07 11:45:32 GMT by @Vtunes-Pro on Youtube. Vtunes Pro has total 483K subscribers on Youtube and has a total of 100 video.This video has received 540 Likes which are lower than the average likes that Vtunes Pro gets . @Vtunes-Pro receives an average views of 126.8K per video on Youtube.This video has received 107 comments which are lower than the average comments that Vtunes Pro gets . Overall the views for this video was lower than the average for the profile.Vtunes Pro #tumemorekehibinuhein #GauravAnand #Arpita * has been used frequently in this Post.

Other post by @Vtunes Pro