×

Vtunes Pro's video: Hrudayara Panipaga Studio Version Human Sagar Arpita Choudhury Gaurav Anand J P Wordsmith

@Hrudayara Panipaga | Studio Version | Human Sagar | Arpita Choudhury | Gaurav Anand | J P Wordsmith|
Hrudayara Panipaga | Studio Version | Human Sagar | Arpita Choudhury | Gaurav Anand | J P Wordsmith| Hrudaya ra panipaga - Enjoy the soft romantic song. Singers ~ HUMANE SAGAR, ARPITA CHOUDHURY Lyrics ~ J.P. WORDSMITH Music ~ GAURAV ANAND Arrangements ~ SOMESH SATPATHY Keyboard Programming ~ PIKU RATH Guitar ~ DICHEN NAYAK Rhythm Programming ~ ANIL DAS Recorded/Mixed/Mastered~ SOMESH STUDIO Studio Version ~ ONE N ONLY FASHION STUDIOz Publicity Designs & Packaging: Vijay Kishore LYRICS ହୃଦୟର ପାଣିପାଗ Human~ ଏ ପ୍ରେମ ଆଜି ଅଛି ବୋଲି.. କାଲି ବି ଥିବ ମାନେ ନାହିଁ, ଯାବଜୀବନ ଆମେ ଦୁହେଁ.. ସାଥେ ଥିବା ତ ଜରୁରୀ ନାହିଁ.. Arpita~ ଏ ପ୍ରେମ ଆଜି ଅଛି ବୋଲି.. କାଲି ବି ଥିବ ମାନେ ନାହିଁ, ତୋ ସାଥେ ସେ ମୁହୂର୍ତ୍ତ ସଵୁ.. ଚଉତିବା ମୁଁ ଭୁଲି ନାହିଁ.. Human~ ହୃଦୟ ର ପାଣି ପାଗ କେବେ.. ଆଗରୁ ସୂଚନା ଦିଏନି, ଏମିତି ବଦଳି ସେ ଯାଏ.. ଆମକୁ କାରଣ ଵି କହେନି.. Antra~1 Human~ କାହିଁ ଯେ ଖୋଜିବି ମୁଁ ଆଉ.. କଥା ରେ ତୋର ଉଷ୍ମତା, ବଦଳି ଗଲା ପରେ.. ତୋ ହୃଦୟ ର ରାସ୍ତା.. Arpita~ ଭଲ ପାଇବାର କ୍ଷଣ ସବୁ.. କାଟି କୁଟି ଛୋଟ କରିନେବା, ବାକି ଯଦି ରହି ଯାଏ କିଛି, ତାକୁ ଦେଖି ଅଦେଖା କରିବା.. Human~ ରାତି ବୁଣେ ଯେତେ ଯେତେ ସ୍ମୃତି.. ରାତି ବୁଣେ ଯେତେ ଯେତେ ସ୍ମୃତି.. ଲିଭିଯିବ ସେ କଫି ଦାଗ ରେ.. ପ୍ରତିଶ୍ରୁତି ଏମିତି କା ନଈ ଶୁଖିଯିବ ସବୁଠୁ ଆଗ ରେ... ହୃଦୟ ର ପାଣି ପାଗ କେବେ.. ଆଗରୁ ସୂଚନା ଦିଏନି, ଏମିତି ବଦଳି ସେ ଯାଏ.. ଆମକୁ କାରଣ ଵି କହେନି.. Antra~2 Arpita~ ତାର ଯେଵେ ଛିଣ୍ଡି ଗଲା ଥରେ.. ତୋ ଲାଗି ଏ ହୃଦୟ ର.. ନୂଆ ସ୍ୱର ତୁ ଖୋଜିନେ.. ଭାଙ୍ଗି ମୋ ନିଦ ବିଭୋର.. Human~ ଟିପି ନେଲା ଡାଏରୀ ରେ ଆଜି.. ଜହ୍ନ ତୋର ଜମାନବନ୍ଦୀ କୁ.. ନୂଆ ଜରି କାମକରା ତୋ ଶଲ୍.. ଟାଣି ନେଇ ଦେଲା ସେ କାହା କୁ.. Arpita~ ତୋ ଛାତି ର କୋଳାହଳ ସବୁ.. ତୋ ଛାତି ର କୋଳାହଳ ସବୁ.. ନିରବ ରେ ଶୁଣିଛି ବୋଲି ମୁଁ.. ଫୁଲ ପକା ରୁମାଲ କୁ ମୋର ତୋ ଠାରୁ ଫେରେଇ ଆଣିନି ମୁଁ... Human~ ହୃଦୟ ର ପାଣି ପାଗ କେବେ.. ଆଗରୁ ସୂଚନା ଦିଏନି, ଏମିତି ବଦଳି ସେ ଯାଏ.. ଆମକୁ କାରଣ ଵି କହେନି.. Banner - Vtunes Pro Music Label: Vtunes Pro A Production of VIBES MUSIC Web Partners FMD Ollywood Creativity Click to Subscribe - http://bit.ly/vtunespro Music On - Vtunes Pro Online Partner - https://www.facebook.com/phoenixfilml... Like us on - https://www.facebook.com/vtunespro/ Follow us on - https://twitter.com/Vtunes Pro * ANTI-PIRACY WARNING * This content is Copyright to VIBES Music. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented! 2020.All copyrights reserved with VIBES Music.

1.3K

132
Vtunes Pro
Subscribers
483K
Total Post
100
Total Views
17.8M
Avg. Views
126.8K
View Profile
This video was published on 2020-09-13 13:05:26 GMT by @Vtunes-Pro on Youtube. Vtunes Pro has total 483K subscribers on Youtube and has a total of 100 video.This video has received 1.3K Likes which are lower than the average likes that Vtunes Pro gets . @Vtunes-Pro receives an average views of 126.8K per video on Youtube.This video has received 132 comments which are lower than the average comments that Vtunes Pro gets . Overall the views for this video was lower than the average for the profile.Vtunes Pro #HrudayaraPanipaga #HumanSagar #Arpita * has been used frequently in this Post.

Other post by @Vtunes Pro